କୋଭିଡ୍ ଯୋଦ୍ଧାଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା: ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଅଗଷ୍ଟ ୫:କୋଭିଡ ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ଓଡ଼ିଶାବାସୀ । ମାନବ ଜାତି ପ୍ରତି ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟବାସୀଙ୍କୁ ୮ ସୂତ୍ରୀ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ…