ରାଜନୀତି ଶୂନ୍ୟକାଳରେ ବର୍ଷିଲେ ବିରୋଧୀ Mar 30, 2022 ଭୁବନେଶ୍ୱର: ମାର୍ଚ୍ଚ ୩୦: ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାଵ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭତ୍ସନା କଲେ ବିରୋଧୀ…