ଓଡ଼ିଶା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ୮୦୪ କର୍ମଚାରୀଙ୍କ ନିଯୁକ୍ତି Sep 22, 2022 ଭୁବନେଶ୍ୱର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଜିଲ୍ଲା ବୌଦ୍ଧ : ୫୯୬୦ ହେକଫର ଜମିରେ ହେବ ଖରିଫ ଧାନ ଚାଷ Jul 14, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ହେଉଛି ଜିଲ୍ଲାବାସୀଙ୍କ ମୂଖ୍ୟପେସା । ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ଚାଷୀ…
ଜିଲ୍ଲା ବୌଦ୍ଧ : ଚଳିତ ବର୍ଷର ରବିଧାନ କ୍ରୟ ଆରମ୍ଭ Jun 20, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ରବିଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୩୧ ତାରିଖରୁ ଜିଲ୍ଲାରେ ରବିଧାନ କିଣା ଆରମ୍ଭ ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ୩୯୯୭ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୭୩ ହଜାର ୫୦୦…
ଓଡ଼ିଶା ଅକ୍ଷୟ ତୃତୀୟା ଭୋଟି ଦେଲେ ନବୀନ: କାଳିଆ ହିତାଧିକାରୀଙ୍କୁ ମିଳିବ ଅର୍ଥ May 2, 2022 ଭୁବନେଶ୍ୱର: ମେ ୦୨: ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି । ପ୍ରତ୍ୟେକ କାଳିଆ ହିତାଧିକାରୀ ଖାତାକୁ ସିଧାସଳଖ ଦୁଇ ହଜାର ଟଙ୍କା ଯିବ । ଏନେଇ ମୁଖ୍ୟମନ୍ତ୍ରୀ…
ଜିଲ୍ଲା କ୍ଷତି ସହୁଛନ୍ତି ତରଭୁଜ ଚାଷୀ: ଗୋଟାରେ କିଣୁଛନ୍ତି କେଜିରେ ବିକୁଛନ୍ତି ବେପାରୀ Apr 16, 2022 ବୌଦ୍ଧ : ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଚାଷୀ ଧାନଚାଷ ସହିତ ବିଭିନ୍ନ ଫଳ ପନିପରିବା, ଡାଲିଜାତୀୟ ଚାଷ କରିଥାନ୍ତି । ସେଥିମଧ୍ୟରୁ ତରଭୁଜ ଚାଷ ଅନ୍ୟତମ । ଜିଲ୍ଲାରେ ଚଳିତ ବର୍ଷ ଚାରିଶହ ଏକରରୁ…
ଜିଲ୍ଲା ବରଗଡ଼ ଜିଲ୍ଲାରେ ମେ’ ୬ରୁ ରବି ଧାନ କିଣା Apr 13, 2022 ବରଗଡ଼ : ଗତଥର କରୋନା କଟକଣା ଭିତରେ ରବି ଧାନ କିଣା ହୋଇଥିଲା । ଚାଷୀଙ୍କୁ ଧାନକଟା ମେସିନ୍ ଏବଂ କୃଷି ଶ୍ରମିକ ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିଥିଲା । ମନ୍ଥର ଉଠାଣ ପ୍ରକ୍ରିୟା ଯୋଗୁଁ ମଣ୍ଡିଗୁଡ଼ିକରେ ଲକ୍ଷାଧିକ ବସ୍ତା ଧାନ…
ଓଡ଼ିଶା ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର Sep 18, 2021 ନବରଙ୍ଗପୁର: ସେପ୍ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ…
ଜିଲ୍ଲା କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସରକାରଙ୍କ ଧୂଆଁବାଣ Sep 9, 2021 ବଲାଙ୍ଗିର,ସେପ୍ଟେମ୍ବର ୯ : କେବିକେ ଅଞ୍ଚଳରେ ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଗତ ୨୦୧୪ରେ ରାଜ୍ୟସରକାର ଘୋଷଣା କରଥିଲେ । ସେହି ଦିନରୁ କେବିକେ ଅଞ୍ଚର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ…