କବିତା ପାହାନ୍ତି ପ୍ରେମର ଉଷ୍ମତା Jun 15, 2022 ସତ କି ସ୍ୱପ୍ନ ମୁଁ ଜାଣିନି ହେଲେ ସପନ ରାଇଜେ ମନ ମୋ ଖୋଜୁଥାଏ ତାକୁ ବାହାନା ଲୋଡୁଥାଏ ତା ଓଠ ହସ ବଗିଚାରେ ନିଜକୁ ହଜେଇ ଦେବାକୁ ରାତିର ଗହମ ନିଦରେ ସେ ଆସି ପାଇନ୍ତରା ମାରେ ମୋ ମନ ଅଗଣାରେ ନିରବୀ ହୃଦୟ ମୋ ଶିହରୀ…
କବିତା ଆସିଲାଣି ସଞ୍ଜ Jun 10, 2022 ଆକାଶର ରଙ୍ଗ ଧୂସର ଦିଶୁଛି ମଉଳିଗଲାଣି ଖରା ଫେରିଯିବା ପାଇଁ ଦିନ ସଜବାଜ ନୀରବି ଯାଉଚି ଧରା ମାଆ କହିଲେଣି ସଞ୍ଜ ନଇଁଲାଣି ସଅଳ ସାରିକି ଖେଳ କୁନା ମୁନା ରୁନା ଫେରି ଆସ ଘରେ ହେଲାଣି ପଢିବାବେଳ ତୁମ ଆଗେ…
କବିତା ସବୁଠାରେ ଅଛ ଲୁଚି Jun 8, 2022 ତୁମେ ଅଛ ଫୁଲ ଫଳେ ନଦୀ ଝର ଜଳେ ଆସେ ଦିନ ରାତି ତୁମ କରୁଣାର ବଳେ ଆକାଶ ଛାତିରେ ତୁମେ ଖଞ୍ଜି ଅଛ ତାରା ଜହ୍ନରୁ ଖସେ ଆଲୋକ ଜୋଛନାର ଧାରା କଳାମେଘ କୋଳେ ତୁମେ ଢାଳିଦିଅ ପାଣି ଫଳରେ ମଧୁର ରସ ଦେଇଅଛ ଜାଣି…
କବିତା ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ Apr 1, 2022 ଏଇ ଆମ ଓଡିଶା ଭାଷା ଆମର ଓଡ଼ିଆ ନାମରେ ମଧୁର ଅଛି ଲାଗେ ଭାରି ବଢିଆ । ଏଇ ଭାଷାରେ କେତେ ଯେ କବି ଉତ୍ପତ୍ତି ହୋଇ କାବ୍ୟ କବିତା ମହାପୁରାଣ ଅଛନ୍ତି ଲେଖି । । ଭାଷା କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ମଧୁବାବୁ…
କବିତା ପାହାଡି ଝରଣା Jan 19, 2022 ସେଇ ଦୂର ପାହାଡି ଝରଣା ନେତ୍ର ଫଳକକୁ ଆହ୍ଲାଦ ଦିଏ ଦିଗନ୍ତ ବିସ୍ତାରିଥିବା ନୀଳ ଆକାଶ ବି ତା ଠୁ ଟିକେ କମ୍ ନୀଳ ଲାଗେ ବଂଶୀର ମଧୁର ମୂର୍ଚ୍ଛନାବି ଫିକାଲାଗେ ତା କଳକଳ ନାଦ ଠାରୁ କେଜାଣି କେଉଁଠୁ ନିର୍ଗତ ହୁଏ ସେ…
କବିତା ଆଲୋକର ପର୍ବ ଦୀପାବଳି Nov 2, 2021 ଆଲୋକର ପର୍ବ ଦୀପାବଳି ଆସେ ହସେ ଏ ମରତ ଭୁଇଁ ଦୀପାବଳି ଆଲୋକେ ଘର ଦ୍ୱାର ହସେ କାକର ପେଟା ପଡ଼ଇ । । ପିଲାଠାରୁ ବଡ଼ ସଭିଏଁ ଫୁଟାନ୍ତି ଜାତି ଜାତି ବାଣ ଶୀତେ ଏଇ ଦିନେ ସର୍ବେ ଆନନ୍ଦେ ବିତାନ୍ତି ପିଠାପଣା ହୁଏ କେତେ ।…