ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୩୭ ହଜାର ୨୯୧ ଜଣ ସୁସ୍ଥ
ଦିଲ୍ଲୀ: ଜୁଲାଇ ୩୧: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୨୯୧ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ମୋଟ ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ୯୭.୩୭ ପ୍ରତିଶତ ସୁସ୍ଥତା ହାର ରହିଛି ।…