ଓଡ଼ିଶା ଫୁଲୁଛି ସୁବର୍ଣ୍ଣରେଖା, ୨୦ଟି ଗ୍ରାମରେ ବନ୍ୟା ପାଣି Aug 2, 2021 ଭୁବନେଶ୍ୱର: ଅଗଷ୍ଟ ୨: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସୁବର୍ଣ୍ଣରେଖା ଦନୀର ଜଳ ଫୁଲିବାରେ ଲାଗିଛି । ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍ର ୨୦ଟି ଗ୍ରାମରେ ବନ୍ୟା ଜଳ ପଶିଯାଇଛି । ଗତକାଲି ରାତିରେ ଗ୍ରାମରେ…
ଓଡ଼ିଶା ଆଜିଠୁଁ ପର୍ଯ୍ୟଟନଙ୍କ ପାଇଁ ଖୋଲିଲା ସୂର୍ଯ୍ୟ ମନ୍ଦିର Aug 2, 2021 ଭୁବନେଶ୍ୱର: ଅଗଷ୍ଟ୨: କରୋନା ମହାମାରୀ ସକାଶେ ଗତ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ପର୍ଯ୍ୟଟନଙ୍କ ପାଇଁ ଖୋଲିଛି । ଗୋଟିଏ ଦିନରେ କେବଳ ୨ ହଜାର ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ…
ଖେଳ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରବେଶ କଲା ସେମିରେ Aug 2, 2021 ଭୁବନେଶ୍ୱର: ଅଗଷ୍ଟ ୨: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସୋମବାର ଅଦ୍ଭୁତ ଖେଳ ପ୍ରଦର୍ଶନ କରି ଭାରତୀୟ ଖେଳପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ଆଜି ହୋଇଥିବା କ୍ୱାର୍ଟରଫାଇନାଲ୍ ରାଉଣ୍ଡରେ ଭାରତୀୟ ଦଳ ବିଶ୍ୱର…
ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ କରୋନାରେ ୪୦ ହଜାର ୧୩୪ ଆକ୍ରାନ୍ତ ଏବଂ ୩୬,୯୪୬ ଜଣ ସୁସ୍ଥ Aug 2, 2021 ଦିଲ୍ଲୀ: ଅଗଷ୍ଟ ୨: ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୯୪୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୮ଲକ୍ଷ ୫୭ ହଜାର ୪୬୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ…
ଓଡ଼ିଶା ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧,୦୩୨ ନୂଆ ସଂକ୍ରମିତ ଚିହ୍ନଟ Aug 2, 2021 ଭୁବନେଶ୍ୱର: ଅଗଷ୍ଟ ୨: ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନା ସଂକ୍ରମଣ । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ତଳକୁ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ଦେଶ- ବିଦେଶ ରାଜନୀତିକୁ ଅଲ୍ବିଦା କହିଲେ ବାବୁଲ Jul 31, 2021 ଦିଲ୍ଲୀ: ଜୁଲାଇ ୩୧: ଜୁଲାଇ ୭ରେ ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟୋ ନରେନ୍ଦ୍ର ମୋଦି ସରକାରରୁ ଇସ୍ତଫା ଦେବା ପରେ ଏବେ ରାଜନୀତିକୁ ଅଲ୍ବିଦା କହିଛନ୍ତି । ଏନେଇ ସେ ଆଜି ନିଜ ଫେସ୍ବୁକ୍ ପୋଷ୍ଟରେ ସୂଚନା ଦେଇଥିଲେ ।…
ଖେଳ ବ୍ୟାଡମିଣ୍ଟନ୍ ଓ ବକ୍ସିଂରୁ ମିଳିଲା ନିରାଶ Jul 31, 2021 ଭୁବନେଶ୍ୱର: ଜୁଲାଇ ୩୧: ଭାରତୀୟ ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ । ଟୋକିଓ ଅଲମ୍ପିକ୍ସ ମହାସମରରେ ଆଜି ହୋଇଥିବା ବ୍ୟାଡମିଣ୍ଟନ୍ ସେମିଫାଇନାଲ୍ ମ୍ୟାଚ୍ରେ ସେ ଚୀନ୍ର ପାଇପେ…
ଓଡ଼ିଶା ଆସିଲା ଅଗଷ୍ଟ ମାସର ନୂଆ କୋଭିଡ୍ ଗାଇଡ୍ଲାଇନ୍ Jul 31, 2021 ଭୁବନେଶ୍ୱର: ଜୁଲାଇ ୩୧: କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ଆଣିଛନ୍ତି । ଏହି ଅନ୍ଲକ ବ୍ୟବସ୍ଥା ଅଗଷ୍ଟ ମାସରୁ ଆରମ୍ଭ ହୋଇ ସେପେଫମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟର ୨୭ ଜିଲ୍ଲାରେ କେଭିଡ ସଂକ୍ରମଣ କମ୍…
ଓଡ଼ିଶା ଟୁଇନ୍ ସିଟିରେ କ୍ରମାଗତ ବଢ଼ୁଛି ଡ଼େଙ୍ଗୁ Jul 31, 2021 ଭୁବନେଶ୍ୱର: ଜୁଲାଇ ୩୧: ଟୁଇନ୍ ସିଟି କଟକ ଓ ଭୁବନଶେ୍ୱରରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲକ୍ଷ୍ୟ କରାଯାଉଛି । ୨୪ ଘଣ୍ଟାରେ କଟକରେ ୮ ନୂଆ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୨୩…
ଖେଳ ଡିସ୍କସ୍ ଥ୍ରୋରେ ଫାଇନାଲ୍କୁ ଗଲେ କମଲପ୍ରୀତ୍ Jul 31, 2021 ଭୁବନେଶ୍ୱର: ଜୁଲାଇ ୩୧: ଟୋକିଓ ଅଲମ୍ପିକ୍ସରେ ଆଉ ଜଣେ ଭାରତୀୟ ଖେଳାଳୀ ନିଜ ପ୍ରଶଂସନୀୟ ଖେଳ ପଦର୍ଶନ କରିଛନ୍ତି । ମହିଳା ଡିସ୍କସ୍ ଥ୍ରୋ ଖେଳାଳୀ କମଲପ୍ରୀତ୍ କୌର ୬୪ ମିଟର ଥ୍ରୋ କରି ଫାଇନାଲ୍କୁ ପ୍ରବେଶ କରିଛନ୍ତି ।…