ଜିଲ୍ଲା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣା, ଜଣେ ମୃତ Nov 26, 2022 କଟକ: ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ଅଭିନେତ୍ରୀ ରାନୀଙ୍କ କାର୍ ସହ ଏକ ବାଇକ୍ର ଧକା ହୋଇଛି । ଏଥିରେ ବାଇକ୍ ଚାଳକଙ୍କର ମୃତୁ୍ୟ ହୋଇଛି ।…