ଜିଲ୍ଲା ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ବିଗ୍ରହ Aug 19, 2022 ନୂଆପଡ଼ା : ମନ୍ଦିରରେ ପଶିଲା ଡ୍ୟାମ ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ । ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ…
ଜିଲ୍ଲା ଡିଇଓଙ୍କ ଅଚାନକ ପରିଦର୍ଶନ: ୭ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ May 21, 2022 ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସ୍କୁଲରେ ଅନୁପସ୍ଥିତ ଥିବା ୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।…
ଜିଲ୍ଲା ମହୁଲ ଗୋଟାଇବା ବେଳେ ମହିଳାଙ୍କୁ ଭାଲୁ ଆକ୍ରମଣ Apr 8, 2022 ନୂଆପଡ଼ା : ସଦର ଥାନା ଗୋଡଫୁଲା ପଞ୍ଚାୟତ ଜୁନାନୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ହେଲେ ସୂର୍ଯୋମତି ନିଆଲ(୬୦) । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।…
ଜିଲ୍ଲା ଚାକିରୀ ନିୟମିତ ନକଲେ, ସେପ୍ଟେମ୍ବର ୩୦ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ Sep 29, 2021 ନୂଆପଡା, ସେପ୍ଟେମ୍ବର ୨୯ : ମଙ୍ଗଳବାର ଓଡିଶା ଆୟୁଷ ସଂଘ ନୂଆପଡା ଶାଖା ପକ୍ଷରୁ ଚାକିରୀ ନିୟମିତ ନକଲେ ଆସନ୍ତା ତାରିଖ ୩୦ ସେପେଫମ୍ବର ୨୦୨୧ରୁ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ…