ଜିଲ୍ଲା ଅଳିଆ ଆବର୍ଜନାର ସହର ନୃସିଂହନାଥ ପୀଠ Apr 12, 2022 ବରଗଡ଼/ପଦ୍ମପୁର : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚୀର ପରିଚିତ ନାମ । କାରଣ ଏହି ସହର ସହ ଯୋଡ଼ି ହେଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ।…