‘କାଜିରଙ୍ଗା’ ନିୟମ ଉଲ୍ଲଙ୍ଘନ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ଏବଂ ସଦଗୁରୁଙ୍କ ବିରୋଧରେ ଅଭିଯୋଗ
ଆସାମ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ସଦ୍ଗୁରୁ ଜଗ୍ଗି ବାସୁଦେବ ଙ୍କ ବିରୋଧରେ ଆଭିଯୋଗ I ଜାତୀୟ ବନ୍ୟପ୍ରାଣୀ ଉଦ୍ୟାନ 'କାଜିରଙ୍ଗା' ରେ ନାଇଟ ଟ୍ରାଭେଲ କରି ବନ୍ୟପ୍ରାଣୀ ସଂରକ୍ଷଣ ନିୟମ କୁ ଭଙ୍ଗ…