ଆଇଏସ୍ ଆତଙ୍କବାଦୀ ଗିରଫ ମାମଲା: ପଚରାଉଚରା ପାଇଁ ରୁଷ ଯିବ ଏନ୍ଆଇଏ ଟିମ
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍ ଆତଙ୍କବାଦୀ ଋଷରେ ଧରାପଡ଼ିଛି । ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍ଶୀଘ୍ର ଭାରତ…