Browsing Tag

new year 2022

ଓଟିଟି ଡେବୁ୍ୟ ପାଇଁ ପ୍ରସ୍ତୁତ ଷ୍ଟାର

ଆଜିକାଲି ଡିଜିଟାଲ ପ୍ଲାଟଫର୍ମ ସାଧାରଣ ଜନତାଙ୍କ ମନୋରଞ୍ଜନର ସାଧନ ପାଲଟିଛି । ଏଥିପାଇଁ ସିନେ ଦୁନିଆର ବିଗ୍‌ ଷ୍ଟାର ଓଟିଟି ଜରିଆରେ ନିଜ ଫିଲ୍ମକୁ ରିଲିଜ୍‌ କରି ଦର୍ଶକଙ୍କ ନିକଟତର ରହିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ…

ପାଶ୍ଚାତ୍ୟ ଦେଶ ଅନୁସାରେ ଗୁଡ୍‌ଲକ୍‌ ଆଣେ ଏହି ଖାଦ୍ୟ

ନୂଆବର୍ଷର ଆରମ୍ଭରେ ସମସ୍ତେ କିଛି ନୂଆ କରିବାକୁ ଚାହିଁଥାନ୍ତି । ପାଶ୍ଚାତ୍ୟ ଦେଶରେ ଅନୁସାରେ ଚାଲୁଥିବା ବନବର୍ଷରେ ଏହିପରି କିଛି ଖାଦ୍ୟ ରହିଛି, ଯାହା ଗୁଡ୍‌ଲକ୍‌ ଆଣେ ବୋଲି ବିଶ୍ୱାସ କରାଯାଏ । ଡ଼ାଲି ଜତୀୟ…

ଜାନୁଆରୀର ପ୍ରଥମ ଦିନକୁ ନୂଆବର୍ଷ ପାଳିବାର ପରମ୍ପରା

ମାସର ଶେଷ ମାସ ଡିସେମ୍ବରର ଶେଷ ଦିନ ସରିଆସିଲେ , ସମସ୍ତଙ୍କ ମନରେ ଏକ ନୂଆ ଉତ୍ସାହ ଭରିଯାଏ । ଘରେ ନୂଆ କ୍ୟାଲେଣ୍ଡର ଲଗାଯାଏ । ଭୋଜିଭାତ ଏବଂ ନାଚ ଗୀତରେ ପରିବାର ଓ ବନ୍ଧୁବାନ୍ଧବଙ୍କ ଆସରା ଜମେ । ଖୁସି ମନରେ ସମସ୍ତେ…

ନୂଆବର୍ଷରେ ବଦଳାନ୍ତୁ ଅଭ୍ୟାସ

କରୋନା ମହାମାରୀ ଯୋଗୁଁ ପରିବର୍ତ୍ତିତ ଜୀବନଶୈଳୀରେ କିଛିଟା ପରିବର୍ତ୍ତନର ଆବଶ୍ୟକତା ରହିଛି । ଯଦି ଆପଣ ସୁସ୍ଥ ଏବଂ ନିରାମୟ ଜୀବନ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ତାହେଲେ କିଛି ଅଭ୍ୟାସରେ ସୁଧାର ଆଣନ୍ତୁ । ଝାଳ…

ଇଂରାଜୀ ନବବର୍ଷ..

ଆମ ଓଡିଆଙ୍କ ପର୍ବ ନହେଲେ ମଧ୍ୟ ଆମ ପାଶ୍ଚାତ୍ୟ ସଭ୍ୟତାକୁ ବେଶ୍‌ ଭଲ ରୂପେ ଆପଣେଇଛେ ଆମେ। ଖାଲି ଓଡିଶାବାସୀ ନୁହେଁ ବରଂ ପାଶ୍ଚାତ୍ୟ ଦେଶର ଏହି ପର୍ବକୁ ବେଶ୍‌ ଧୁମଧାମରେ ପାଳନ କରାଯାଏ ଆମ ଦେଶର ପ୍ରାୟତଃ ସବୁ ରାଜ୍ୟରେ ।…

ନୂଆବର୍ଷରେ କୁକର୍‌ରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ନାନ୍‌ ଖଟାଇ

ନୂଆବର୍ଷରେ ଘରକୁ ଆସିଥିବା ଅତୀଥିଙ୍କ ପାଇଁ ଡ୍ରିଙ୍କସ୍‌, ଚାହା, କଫି ସହିତ ବିସ୍କୁଟ୍‌ ଭଳି କିଛି ଡ୍ରାଏ ହାଲୁକା ଖାଦ୍ୟ ପରଷିବା ଏକ ସାଧାରଣ କଥା । ହେଲେ ନୂଆବର୍ଷରେ ସବୁବେଳେ ଏକାପ୍ରକାର ବିସ୍କୁଟ୍‌ ପରଷିବା ସ୍ଥାନରେ…

କରୋନା ସମୟରେ କିପରି ପାଳିବେ ନୂଆବର୍ଷ

କରୋନା ମହାମାରୀ ସମୟରେ ନୂଆବର୍ଷ ଉତ୍ସବ ଫିକା ପଡ଼ିଯାଇଛି । କରୋନା ବ୍ୟାପିବା ଭୟରେ ବହୁ ରଜ୍ୟରେ କଡ଼ାକଡ଼ି କଟକଣା ଲାଗୁ ହୋଇଛି । ନୂଆବର୍ଷ ହେଉ ଅବା ଅନ୍ୟ କୌଣସି ଉତ୍ସବ ବାହାରେ ଏକାଠି ହୋଇ ନପାଳିବାକୁ ସରକାର ସତର୍କ…

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ…

ବାସ୍ତୁ ଅନୁସାରେ ଦିଅନ୍ତୁ ଉପହାର

ପାଖେଇ ଆସୁଛି ବନବର୍ଷ । ବହୁ ଉତ୍ସାହ ଓ ଆନନ୍ଦରେ ବନ୍ଧୁବାନ୍ଧବ ଓ ପ୍ରିୟ ପରିଜନମାନେ ମିଶି ନବବର୍ଷକୁ ପାଳିଥାନ୍ତି । ଖୁସିର ମୂହୁର୍ତ୍ତକୁ ଆହୁରୀ ସୁନ୍ଦର ଓ ଦୃଢ଼ କରିବା ପାଇଁ ନିଜ ପ୍ରିୟମାନଙ୍କୁ ଉପହାର ଦେବାର ପ୍ରଥା ବହୁ…