୨୪ ଘଣ୍ଟାରେ ରାଜ୍ୟରେ ୧୭୫ କରୋନା ସଂକ୍ରମିତ ଚିହ୍ନଟ ଏବଂ ୧୭୧ ସୁସ୍ଥ
ଭୁବନେଶ୍ୱର: ଡିସେମ୍ବର ୧୪ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮, ୯୪୪ ସ୍ୱାବ ଟେଷ୍ଟ ମଧ୍ୟରୁ ୧୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି ।…