ଗଣେଶ ପୂଜା ପାଇଁ ବିଏମ୍ସିର ନୂଆ ଗାଇଡଲାଇନ୍: ପ୍ରସାଦ ସେବନ ଓ ଭୋଜି ହେବ ନାହିଁ
ଭୁବନେଶ୍ୱର: ସେପ୍ଟେମ୍ବର ୨: କରୋନା ମହାମାରୀ ସମୟରେ ଓଡ଼ିଶାର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏଥିପାଇଁ ବିଏମ୍ସି ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ୍ ଆସିଛି । ଗାଇଡଲାଇନ୍ ଅନୁସାରେ, ମଣ୍ଡପ ଓ ପେଣ୍ଡାଲରେ…