Browsing Tag

New Delhi headline

ଦିଲ୍ଲୀର ଗୋକୁଳପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ ଜୀବନ୍ତ ଜଳିଗଲେ

ଦିଲ୍ଲୀ: ମାର୍ଚ୍ଚ ୧୨: ଗତ ରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୬୦ଟି କୁଡ଼ିଆ ସମ୍ପୂର୍ଣ୍ଣ ପୋଡ଼ି ଯିବା ସହ ୭ଜଣ ଜୀବନ୍ତ ଦU ହୋଇଯାଇଥିବା ଖବର ରହିଛି ।…

‘ଏନ୍‌ଏସ୍‌ଇ’ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣଙ୍କୁ ଗିରଫ କଲା ସିବିଆଇ

ଦିଲ୍ଲୀ: ମାର୍ଚ୍ଚ ୦୭: ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇ ଗିରଫ କରିଛି । ଅଦାଲତ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବାରୁ ନୂଆଦିଲ୍ଲୀରେ ରବିବାର ଦିନ…

ଦିଲ୍ଲୀରେ ବଢ଼ୁଛି କରୋନା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଜିଟିଭ୍‌

ଦିଲ୍ଲୀ: ଜାନୁଆରୀ ୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସ୍ୱଳ୍ପ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେସନରେ ରହିଛନ୍ତି ।…

ଆଜିଠାରୁ ଦିଲ୍ଲୀରେ ଜାରି ହେବ ନାଇଟ୍‌ କଫୁ୍ର୍ୟ

ଦିଲ୍ଲୀ: ଡିସେମ୍ବର ୨୭: ରାଜଧାନୀ ଦିଲ୍ଲୀରେ କରୋନା ବିଭିଷୀକା ଚାଲିଥିବା ସମୟରେ ଏବେ ଓମିକ୍ରନ୍‌ର ସଙ୍କଟ ଦେଖାଯାଇଛି । ଦେଶରେ ସର୍ବାଧିକ ୧୪୨ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ରହିଛି । ଏହାକୁ ଦୃଷ୍ଟିରେ ରଖି…