ଓଡ଼ିଶା ୨୪ ଘଣ୍ଟାରେ ରାଜ୍ୟରେ ୪୪୪ କରୋନା ସଂକ୍ରମିତ ଏବଂ ୬୪୬ ସୁସ୍ଥ Sep 27, 2021 ଭୁବନେଶ୍ୱର: ସେପ୍ଟେମ୍ବର ୨୭ : ଆଜି ରାଜ୍ୟରେ ୬୨, ୭୧୫ ସ୍ୱାବ ଟେଷ୍ଟ ମଧ୍ୟରୁ ୪୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର…