ରାଜ୍ୟରେ ୭୫ ନୂଆ କରୋନା ଆକ୍ରାନ୍ତ; ୨୮୫୬ ରେ ପହଁଚିଲା ଆକ୍ରାନ୍ତ ଙ୍କ ସଂଖ୍ୟା
ଭୁବନେଶ୍ୱର: ଜୁନ ୭: ରାଜ୍ୟରେ ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଆଜି ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୮୫୬ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ ୧୭୧୬ ଜଣ ସୁସ୍ଥ ହେଇ ଘରକୁ ଫେରିସାରିଲେଣି I…