Browsing Tag

Netflix

୨୦୦ କୋଟିର ବଜେଟରେ ଆସୁଛି ଫିଲ୍ମ ହିରାମଣ୍ଡି

ନୂଆଦିଲ୍ଲୀ: ଜୁନ ୬: ଗଙ୍ଗୁବାଇ କାଠିଆୱାଡିର ଜବରଦସ୍ତ ସଫଳତା ପରେ ପୁଣି ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନସାଲୀ ତାଙ୍କ ଦ୍ୱିତୀୟ ପ୍ରୋଜେକଫ ପାଇଁ ଚର୍ଚ୍ଚାରେ । ଏବେ ହିରାମଣ୍ଡି ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି ସଞ୍ଜୟ…

‘ୟୈ କାଲି କାଲି ଆଖେଁ’ରେ ଶେ୍ୱତାଙ୍କ ଭିନ୍ନ ଅନ୍ଦାଜ

ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ େୱବ୍‌ ସିରିଜ୍‌ ‘ୟୈ କାଲି କାଲି ଆଖେଁ’ର ଟ୍ରେଲର ଲଞ୍ଚ୍‌ ହୋଇଛି । ଏଥିରେ ତାହିର ରାଜ୍‌ ଭସୀନ, ଶେ୍ୱତା ତ୍ରିପାଠୀ, ଆଞ୍ଚଲ୍‌ ସିଂହ ଏବଂ ସୌରଭ ଶୁକ୍ଲା ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି ।…

ଓଟିଟି ଡେବୁ୍ୟ ପାଇଁ ପ୍ରସ୍ତୁତ ଷ୍ଟାର

ଆଜିକାଲି ଡିଜିଟାଲ ପ୍ଲାଟଫର୍ମ ସାଧାରଣ ଜନତାଙ୍କ ମନୋରଞ୍ଜନର ସାଧନ ପାଲଟିଛି । ଏଥିପାଇଁ ସିନେ ଦୁନିଆର ବିଗ୍‌ ଷ୍ଟାର ଓଟିଟି ଜରିଆରେ ନିଜ ଫିଲ୍ମକୁ ରିଲିଜ୍‌ କରି ଦର୍ଶକଙ୍କ ନିକଟତର ରହିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ…

‘ଧମାକା’ରେ କାର୍ତ୍ତିକ ଏବଂ ମୃଣାଳ ରୋମାନ୍‌ସ

କାର୍ତ୍ତିକ ଆୟନ ଏବଂ ମୃଣାଳ ଠାକୁରଙ୍କ ଅଭିନୀତ ଫିଲ୍ମ ‘ଧମାକା’ ନିକଟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହୋଇଛି । ଫିଲ୍ମଟି ନିଜର ୟୁନିକ୍‌ କଣ୍ଟେଟ୍‌ ଜରିଆରେ ବିଶ୍ୱ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି ।…