ଦେଶ- ବିଦେଶ ଲୁଧିଆନା କୋର୍ଟରେ ବମ୍ ବିସ୍ପୋରଣ: ୨ ମୃତ ଏବଂ ୪ ଗୁରୁତର ଆହତ Dec 23, 2021 ପଞ୍ଜାବ: ଡିସେମ୍ବର ୨୩: ଆଜି ମଧ୍ୟାନ ସମୟରେ ଲୁଧିଆନା କୋର୍ଟ ପରିସରେ ବମ୍ ବିସ୍ପୋରଣ ଘଟିଛି । ଏଥିରେ ୨ ଜଣ ମୃତ ହେବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଏତେ ବଡ଼ ଥିଲା ଯେ, ୬ ମହଲା ବିଶିଷ୍ଟ କୋର୍ଟ ଥରି…