ହିମାଚଳପ୍ରଦେଶ ରେ କଂଗ୍ରେସର ବଡ ରଣନୀତି, ବିଜୟୀ ବିଧାୟକ ରାଜସ୍ଥାନ ସିଫ୍ଟ ହେବେ
ହିମାଚଳ ପ୍ରଦେଶ : ଆଜି ସକାଳ ୮ ଟାରୁ ହିମାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି I ଗତ ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶର ୬୮ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିଥିଲା । ରାଜ୍ୟର ୫୫ ଲକ୍ଷ…