Browsing Tag

NATION

ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ କଞ୍ଜୱାଲା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କୁ ନୋଟିସ ଜାରି କରାଯାଇଛି I ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଶାଲିନୀ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ…

ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟେଲିଫୋନ୍ ଯୋଗେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରଥିବା ଜଣାପଡିଛି । ଏହି ସମୟରେ ଜେଲେନସ୍କି 'ଶାନ୍ତି ସୂତ୍ର' କାର୍ଯ୍ୟକାରୀ କରିବା ପାଇଁ…

ନାଜାଲ ଭାକସିନ iNCOVACC ମାତ୍ର ‘୨ ବୁନ୍ଦା’ କରୋନାରୁ କରିବ ରକ୍ଷା

ନୂଆଦିଲ୍ଲୀ : ଚୀନ ରେ ଦ୍ରୁତ ଗତିରେ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟ ବିଏଫ -୭ I ଏହା ବର୍ତ୍ତମାନ ଭାରତରେ କାୟା ବିସ୍ତାର କରି ନଥିଲେ ମଧ୍ୟ ସଂକ୍ରମଣ କୁ ରୋକିବା ପାଇଁ ସତର୍କ ହେଲାଣି ସ୍ୱାସ୍ଥ୍ୟ ବିଭାଗ I…

ଜାମିନ ଆବେଦନ ପ୍ରତ୍ୟାହାର କଲେ ଆଫ୍‌ତାବ ପୁନାୱାଲା

ନୂଆଦିଲ୍ଲୀ : ଜାମିନରେ ମୁକୁଳିବାକୁ ଚାହୁଁ ନାହାନ୍ତି ଆଫ୍‌ତାବ ପୁନାୱାଲା I ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱIକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ନିଜ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି I ଅଫତାବ ଓ…

ବିହାର ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ ରେ ପହଁଚିଲା

ପାଟନା: ବିହାରର ଶରଣ ଜିଲ୍ଲାରେ ଘଟିଥିବା ମଦମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧିପାଇଛି । ମସରଖ ବ୍ଲକରେ ସର୍ବାଧିକ ୨୩ ଜଣଙ୍କର ମୃତ୍ୟୁ…

ସୀମା ବିବାଦ ପ୍ରସଙ୍ଗ,ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସଭାପତି

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପୁଣି ଥରେ ତାୱାଙ୍ଗ ପ୍ରସଙ୍ଗରେ ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ସରକାରଙ୍କୁ ପ୍ରଶ୍ନ କରି ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ ଭାରତ ସଂସଦରେ ଚୀନ୍ ବିରୋଧରେ କହିବା…

ଟଳିଲା ବାତ୍ୟା ମାଣ୍ଡୋସ,ବୁଡ଼ିଲା ଚେନ୍ନାଇ

ଚେନ୍ନାଇ : ସ୍ଥଳଭାଗ ଛୁଇଁ କ୍ରମଶଃ ଦୁର୍ବଳ ହୋଇଛି ବାତ୍ୟା ମାଣ୍ଡୋସ I ଶୁକ୍ରବାର ରାତିରେ ୧୦.୩୦ ରେ ତାମିଲନାଡୁର ମାମଲାପୁରମ ଠାରେ ସ୍ଥଳଭାଗ ଛୁଇଁ ହୋଇ ଗଭୀର ଅବପାତର ରୂପ ନେଇଥିଲା ବାତ୍ୟା I ପୁଡ୍ଡୁଚେରୀ ଓ…

ଜନ୍ମଦିନରେ ସୋନିଆ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୭୬ତମ ଜନ୍ମ ଦିବସ I ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ କରି ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟର…

କିଏ ହେବ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ,କଂଗ୍ରେସରେ ବଢୁଛି ଅଡୁଆ

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଜିତିବା ପରେ କିଏ ହେବ କଂଗ୍ରେସ ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ I ଏନେଇ ଆଜି ଅପରାହ୍ନ ପ୍ରାୟ ୩ଟାରେ ଶିମଲାର କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନ ପରିସରରେ ବିଧାୟକ ଦଳ ବୈଠକ…

ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’ର ପ୍ରଭାବ ଆରମ୍ଭ,୬ଟି ଜିଲ୍ଲାରେ ସ୍କୁଲ ,କଲେଜ ବନ୍ଦ

ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଉଛି I କ୍ରମଶଃ ଏହା ବାତ୍ୟା ର ରୂପ ନେଇ ଉପକୂଳ ଆଡକୁ ଗତି କରୁଛି I ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼…