ଦେଶ- ବିଦେଶ ଉତ୍ତରପ୍ରଦେଶ ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ Dec 11, 2021 ଉତ୍ତରପ୍ରଦେଶ :ଡିସେମ୍ବର ୧୧: ଉତ୍ତରପ୍ରଦେଶ ବଳର।ମପୁର ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ମେ।ଦୀ ସେଠାରେ ସରଯୂ ର।ଷ୍ଟ୍ରୀୟ ପ୍ରକଳ୍ପର ଉଦ୍ଘ।ଟନ କରିବେ, ଯ।ହ। ଦ୍ୱାରା ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପ।ଣି…
ଦେଶ- ବିଦେଶ ଭ।ରତ ଗସ୍ତରେ ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ Dec 6, 2021 ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଜି ଭ।ରତ ଗସ୍ତରେ ଆସୁଛନ୍ତି ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ । ପୁତିନ ୨୧ତମ ଭ।ରତ-ଋଷିଆ ବ।ର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବ।କୁ ଭ।ରତ ଆସୁଛନ୍ତି। ଏହି ସମ୍ମିଳୀନ ର।ଜଧ।ନୀ ଦିଲ୍ଲୀରେ…
ଦେଶ- ବିଦେଶ 74ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କଲେ… Aug 15, 2020 ଭୁବନେଶ୍ୱର : ଅଗଷ୍ଟ ୧୫:ଦେଶର 74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ…
ଦେଶ- ବିଦେଶ ଏହି ଲଢେଇରେ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ସବୁଠୁ ସଫଳ ଅସ୍ତ୍ର: ପ୍ରଧାନମନ୍ତ୍ରୀ Aug 11, 2020 ଭୁବନେଶ୍ୱର : ଅଗଷ୍ଟ ୧୧:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ…
ଦେଶ- ବିଦେଶ ସୃଷ୍ଟି ହେଲା ଆଉ ଏକ ନୂଆ ଅଧାୟ; ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ Aug 5, 2020 ଭୁବନେଶ୍ୱର : ଅଗଷ୍ଟ ୫: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ରାମ ଜନ୍ମଭୂମି ଅଯୋଧ୍ୟାରେ କୋଟି କୋଟି ଲୋକଙ୍କ ହୃଦୟର ଦେବତା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ଶ୍ରୀରାମଙ୍କ…
ଦେଶ- ବିଦେଶ ସମଗ୍ର ବିଶ୍ୱ ଭାରତର ପ୍ରତିଭାବାନ ଲୋକଶକ୍ତିକୁ ଉଚ୍ଚ ମାନ୍ୟତା ଦେଇଛି: ପ୍ରଧାନମନ୍ତ୍ରୀ Jul 10, 2020 ଭୁବନେଶ୍ୱର: ଜୁଲାଇ ୧୦:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍ଘାଟନ ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି । ସାଂପ୍ରତିକ କାଳର ସଂକଟ ସଂପର୍କରେ ଉଲ୍ଲେଖ କରି…
ଓଡ଼ିଶା ସୀମାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ;ବିସ୍ତାରବାଦର ଯୁଗ ଶେଷ Jul 3, 2020 ଲଦାଖ : ବିସ୍ତାରବାଦ ଯୁଗର ଅବସାନ ଘଟିଛି । ଚୀନ ଆଉ କାହାରିକୁ ନାଲି ଆଖି ଦେଖାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଚେତାବନୀ ଦେଇଛନ୍ତି । ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ…
ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଘୋଷଣା;ନଭେମ୍ବର ଶେଷ ଯାଏଁ ମିଳିବ ମାଗଣା ରାସନ Jun 30, 2020 ଭୁବନେଶ୍ୱର : ଜୁନ ୩୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଗରୀବ ଲୋକଙ୍କୁ ମିଳିବ ମାଗଣା ରାସନ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି…
ଦେଶ- ବିଦେଶ ଯୋଗ ଦିବସ ଏକତା ଓ ବିଶ୍ୱ ଭ୍ରାତୃତ୍ୱର ଦିନ : ପ୍ରଧାନମନ୍ତ୍ରୀ Jun 21, 2020 ଭୁବନେଶ୍ୱର: ଜୁନ ୨୧: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ ଏକତା ଓ ବିଶ୍ୱ ଭାଇଚାରାର ଦିନ ।…
ଦେଶ- ବିଦେଶ ଗରିବ କଲ୍ୟାଣ ରୋଜଗାର ଅଭିଯାନ ପାଇଁ ଖର୍ଚ୍ଚ ହେବ 50 ହଜାର କୋଟି Jun 19, 2020 ଦିଲ୍ଲୀ: ଜୁନ ୧୯:ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା…