ଜିଲ୍ଲା ୧୩୦ କେଜି ଚନ୍ଦନ କାଠ ଜବତ,୨ ଗିରଫ Sep 27, 2022 କୋରାପୁଟ : କମାଣ୍ଡର ଜିପ ଉପରେ ଓ ତଳେ ଗୁପ୍ତ ଚାମ୍ବର କରି ଚନ୍ଦନ କାଠ ଚାଲାଣ କରୁଥିବା ୨ ଜଣ ଚୋରା ଚାଲାଣକାରୀଙ୍କୁ ସେମିଳିଗୁଡା ପୋଲିସ ଗିରଫ କରିଛି । ଏନେଇ ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଏକ…