Browsing Tag

Nandankanan

ନନ୍ଦନକାନନରେ ପୁଣି ଏକ ବାଘଛୁଆ ମୃତ

ବାରଙ୍ଗ: ଅପ୍ରେଲ ୧୫: ବାଘ ଛୁଆଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନକୁ ଭୟ ଘାରିଛି। ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇଟି ବାଘ ଛୁଆଙ୍କ ମୃତ୍ୟୁ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିମୋନିଆରେ ୯ ମାସର ଛୁଆ ବାଘ…

ନନ୍ଦନକ।ନନ ପ୍ରାଣୀଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଡିସେମ୍ବର ୨୯: ଆଜି ନନ୍ଦନକ।ନନ ପ୍ରାଣୀ ଉଦ୍ୟାନ ୬୨ ତମ ପ୍ରତିଷ୍ଠା ଦିବସ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଅଛି ବୋଲି କହିଛନ୍ତି ନନ୍ଦନକାନନର କତ୍ତୃପକ୍ଷ। ତେବେ ଚଳିତ ବର୍ଷ ଧଳା ବାଘୁଣୀ ବିଜୟା…

ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌ ଏବଂ ଆରମ୍ଭ ହେବ ରୋପ୍‌ େୱ

ଭୁବନେଶ୍ୱର : ଅକ୍‌ଟୋବର ୦୭: ପ୍ରାୟ ୭ ବର୍ଷ ପରେ ନନ୍ଦନକାନନର ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍‌ । ଇଞ୍ଜିନ ଓ ଟ୍ରାକ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିଯିବାରୁ ୨୦୧୪ ପରଠାରୁ ଏହି ସଫାରୀ ବନ୍ଦ ପଡ଼ିଥିଲା । ଆସନ୍ତା କାଲିଠାରୁ…