ପାଞ୍ଚଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ, ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା
ଭୁବନେଶ୍ୱର : ମାର୍ଚ୍ଚ ୨୨: ଆଜି ରାଜ୍ୟର ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହି ସ୍ଥାନଗୁଡ଼ିକ ହେଲା-ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ଓ ବଲାଙ୍ଗୀର, ଟିଟିଲାଗଡ଼ ଓ…