Browsing Tag

Mumbai headline

ଜୀନରେ ଶାନ୍ତି ନଥିବାରୁ ଆତ୍ମହତ୍ୟା କଲେ ମଡେଲ୍‌

ମୁମ୍ବାଇ: ଲୋଖଣ୍ଡୱାଲା ଯମୁନା ନଗର ସୋଟାଇଟିରେ ରହୁଥିବା ମଡେଲ ଆକାଂକ୍ଷା ମୋହନ ଜଣେ ଭଲ ମଡେଲ ହେବାକୁ ସ୍ୱପ୍ନ ଦେଖିଥିଲେ । ମୁମ୍ବାଇ ସହରରେ ନିଜ କ୍ୟାରିଅର କରିବାକୁ ଆସିଥିବା ଆକାଂକ୍ଷା ଅନ୍ଧେରୀର ଏକ ହୋଟେଲରେ ରହୁଥିଲେ ।…

ଚଣ୍ଡୀଗଡ଼ ପରେ ଚର୍ଚ୍ଚାରେ ବମ୍ବେ ଏମ୍‌ଏମ୍‌ଏସ୍‌ କାଣ୍ଡ, ଛାତ୍ରୀଙ୍କ ବାଥ୍‌ରୁମ ଫଟୋ ଉଠାଇ ଜଣେ ଗିରଫ

ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ୍‌ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବା ବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନୂଆ ରଣନୀତି: ଶରଦ ପାୱାରଙ୍କୁ ଭେଟିଲେ ସିନ୍ଦେ

ମୁମ୍ବାଇ: ଜୁଲାଇ ୦୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେଙ୍କ ନୂଆ ରଣନୀତି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନିକଟରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଏକ ଫଟୋ…

ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କ ଉପରେ ଏନ୍‌ଆଇଏ ଚଢ଼ାଉ

ମୁମ୍ବାଇ: ମେ ୦୯: ଆଜି ସମଗ୍ର ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ପଳାତକ ଗ୍ୟାଙ୍ଗ୍‌ଷଫର ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି । ସୂଚନା…

ସ୍ୱର ସମ୍ରାଟ ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଫେବୃଆାରୀ ୧୬: ସ୍ୱର ସମ୍ରାଟ କୁହାଯାଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ମୁମ୍ବାଇରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପ୍ରସିଦ୍ଧ ଗୀତିକାର ଲତା…

ମୁଖ୍ୟମନ୍ତ୍ରୀ ମମତା ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ଅଭିଯୋଗ କଲେ ବିଜେପି ନେତା

ମୁମ୍ବାଇ: ଡିସେମ୍ବର ୦୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜାତୀୟ ସଙ୍ଗୀତକୁ ଅପମାନିତ କରିବା ଭାରି ପଡ଼ିଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିଲେ ।…

ମୁମ୍ବାଇ ପହଞ୍ଚିଲେ ପଳାତକ ପରମ ବୀର ସିଂ: ଆତଙ୍କବାଦୀ କାବସକୁ ନେଇ ରହିଛି ଲିଙ୍କ୍‌

ମୁମ୍ବାଇ: ନଭେମ୍ବର ୨୫: ପ୍ରାୟ ୭ ମାସ ପରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂ ମୁମ୍ବାଇରେ ପହଞ୍ଚିଛନ୍ତି । ସେ କହିଛନ୍ତି, ମୁଁ କିଛି ଭୁଲ କରି ନାହିଁ, କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ପରମ…

ଆର୍ଯ୍ୟନଙ୍କ ଡ୍ରଗ୍‌ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର

ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍‌ସିବି ମୁମ୍ବାଇ ଜୋନ୍‌ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍‌ସିବି…