Browsing Tag

movie masala

‘ନକମ୍‌ମା’ରୁ ବଲିଉଡ୍‌ ଡେବୁ୍ୟ

ମୁମ୍ବାଇ: ୟୁଟୁ୍ୟବ ଯାତ୍ରା ପରେ ବର୍ତ୍ତମାନ ବଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି ନାସନାଲ କ୍ରସ୍‌ ଶିର୍ଲେ ସେତିୟା । ଫିଲ୍ମର ନାଁ ରହିଛି ନିକମ୍ମା । ଏଥିରେ ତାଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁତ୍ର…

‘ଗୁମରାହ’ରେ ନୂଆ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ରୁପେଲି ପରଦାରେ ଆଜିକାଲି ନୂଆ ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳୁଛନ୍ତି । ଏହି ଯୋଡ଼ି ବି ସ୍କ୍ରିନ୍‌ରେ ତାଙ୍କ କେମେଷ୍ଟ୍ରୀ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛନ୍ତି । ଏହିକ୍ରମରେ ଆଦିତ୍ୟ…

ସୋନାକ୍ଷୀଙ୍କ ନିର୍ବନ୍ଧ ସସ୍‌ପେନ୍‌ସ୍‌

ବଲିଉଡ୍‌ ଦବଙ୍ଗ ଗର୍ଲ ସୋନୀକ୍ଷୀ ସିହ୍ନାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ଅଭିନେତ୍ରୀ ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରି ସମସ୍ତଙ୍କୁ…

ମାର୍ବଲ ସିରିଜ୍‌ରେ ଫରହାନ

ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ୍‌ ରାଇଟର୍‌, ଗାୟକ ଏବଂ ନିର୍ମାତା, ଅର୍ଥାତ୍‌ ମଲଫି-ଟ୍ୟାଲେଣ୍ଟେଡ୍‌ ଫରହାନ ଅଖତର ବଲିଉଡ୍‌ ପରେ ଏବେ ହଲିଉଡ୍‌ ମୁହାଁ ହୋଇଛନ୍ତି । ସେ ଖୁବଶୀଘ୍ର ଆଗାମୀ ସୁପରହିରୋ ସିରିଜ୍‌ ମିସ୍‌…

ବ୍ରିଟିଶ ଆକ୍‌ଟରଙ୍କ ପ୍ରେମରେ ଏମୀ

ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ ଏମୀ ଜ୍ୟାକସନ୍‌ ଯଦିଓ ବଡ଼ ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆ ଜରିଆରେ ଦର୍ଶକଙ୍କ ସହ ଯୋଡ଼ି ହୋଇରହିବାକୁ ପସନ୍ଦ କରନ୍ତି । ଏମୀ ଜ୍ୟାକସନ୍‌ଙ୍କ ନାମ୍‌ ଟପ୍‌ ଏବଂ ବୋଲï…

‘ଗିଲ୍‌ଟି ମାଇଣ୍ଡସ୍‌’ ଦେଇଛି ପରିଚୟ

ମୁମ୍ବାଇ: ମଡେଲ୍‌ରୁ ଅଭିନେତ୍ରୀ ପାଲଟିଥିବା ନମ୍ରତା ସେଠ୍‌କୁ ନେଇ ଆଜିକାଲି ସବୁଠି ଚର୍ଚ୍ଚା । ପ୍ରଥମେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ନମ୍ରତା ୨୦୧୯ରେ ଆସିଥିବା ଗାୟକ ଦର୍ଶନ ରାୱଲଙ୍କ ମୁ୍ୟଜିକ ଭିଡିଓ ‘ଭୁଲା…

ପୁଣି ଥରେ ଫିଲ୍ମ ପରଦାରେ ଶାହାରୁଖ-କାଜୋଲଙ୍କ ଯୋଡ଼ି

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାଣୀ’ ବହୁପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଏକ । ଫିଲ୍ମର ଘୋଷଣା ପରଠୁ ହିଁ ବି-ଟାଉନରେ ଚର୍ଚ୍ଚାରେ ରହିଛି । ଏବେ ଫିଲ୍ମକୁ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ…

ଶେହନାଜଙ୍କ ପାରିଶ୍ରମିକ ଖବରକୁ ନେଇ ଚର୍ଚ୍ଚା

ମୁମ୍ବାଇ: ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ୍‌ ‘ବିଗ୍‌ ବସ୍‌ ୧୩’ରେ ସାମିଲ ହେବାପରଠୁ ତାଙ୍କ ଭାଗ୍ୟ ବଦଳିବାରେ ଲାଗିଛି । ସୁନ୍ଦରତା ଏବଂ ନିଆରା ଭାବଶୈଳୀ ପାଇଁ ସେ ସୋସିଆଲ…

‘ରନ୍‌େୱ ୩୪’ରେ ଆକାଂକ୍ଷା

ମୁମ୍ବାଇ : ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଆକାଂକ୍ଷା ସିଂହ ବଡ଼ ପରଦାରେ ମଧ୍ୟ ପ୍ରଶଂସା ସାଉଁଟିଛନ୍ତି । ଓଟିଟିରେ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଆକାଂକ୍ଷଙ୍କ ଅଭିନୟକୁ ମଧ୍ୟ ଦର୍ଶକୀୟ ସ୍ୱୀକୃତି ମିଳିଛି ।…

ଆସୁଛି ‘ବିକ୍ରମ ଭେଦା’ ରିମେକ୍‌

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏବେ ରିମେକ୍‌ର ଯୁଗ ଚାଲିଛି, କିଛି ନା କିଛି ସାଉଥ ଫିଲ୍ମକୁ ହିନ୍ଦୀରେ ନିର୍ମାଣ କରାଯାଉଛି । ଏହାରି ମଧ୍ୟରେ ଆଉ ଏକ ରିମେକ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମର ନାମ ‘ବିକ୍ରମ ଭେଦାଦ’…