ମନୋରଞ୍ଜନ ମାନସିକ ଶିଶୁ ରୋଗ ବିଶେଷଜ୍ଞ ହେବାକୁ ଚାହୁଁଥିଲେ କିଆରା Aug 14, 2021 ଦିଲ୍ଲୀ, ଅଗଷ୍ଟ ୧୪: ଫିଲ୍ମ ‘କବୀର ସିଂହ’ ଏବଂ ‘ଗୁଡ୍ ନୁ୍ୟଜ’ରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନକୁ ଜିଣିଥିବା ଅଭିନେତ୍ରୀ କିଆରା ଆଡଭାନୀ ଜଣେ କଳାକାର ହୋଇନଥିଲେ ମାନସିକ ଶିଶୁ ରୋଗ ବିଶେଷଜ୍ଞ ହୋଇଥାନ୍ତେ ବୋଲି…
ମନୋରଞ୍ଜନ ‘ବୀରାଙ୍ଗନା ଫୋର୍ସ’ରେ କମାଣ୍ଡୋ ସାରା Aug 11, 2021 ଭୁବନେଶ୍ୱର: ଅଗଷ୍ଟ:୧୧: ରିଅଲ୍ ଲାଇଫରେ ନୁହେଁ ବରଂ ରିଲ୍ ଲାଇଫ୍ରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଆସାମର ମହିଳା କମାଣ୍ଡୋ ୟୁନିଟ୍ ‘ବୀରାଙ୍ଗନା ଫୋର୍ସ’ରେ କମାଣ୍ଡୋ ଲୁକ୍ରେ ନଜର ଆସିବେ । ଏହି ଲୁକ୍ ପଛର କାହାଣୀ…
ମନୋରଞ୍ଜନ ଫିସ୍ ପାଇଁ ଦୀପିକା ଆଉଟ୍ ! Aug 10, 2021 ବଲିଉଡ୍ର ଜଣେ ଆଗଧାଡିର ନାୟିକା ଭାବେ ଦୀପିକାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଜ ନିଖୁଣ ଅଭିନୟ, ଗ୍ଲାମରସ୍ ଅନ୍ଦାଜ ପାଇଁ ସେ ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ…
ମନୋରଞ୍ଜନ ବଲିଉଡ୍ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ରସିକା ମନୋନୀତ Aug 7, 2021 ଦିଲ୍ଲୀ: ଅଗଷ୍ଟ ୭: ମେଲବର୍ଣ୍ଣଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଅଭିନେତ୍ରୀ ରସିକା ଦୁଗଲ ମନୋନୀତ ହୋଇଛନ୍ତି । ଦୁଇଟି େୱବ ସିରିଜ ‘ମିର୍ଜାପୁର’ ଓ ‘ଲୁଟ୍କେସ’ରେ…
ମନୋରଞ୍ଜନ ବିଗ୍ବସ୍କୁ ଆସିବେ ଅକ୍ଷରା Aug 6, 2021 ଦିଲ୍ଲୀ: ଅଗଷ୍ଟ ୬: ପୁଣିଥରେ ପରଦାକୁ ଆସିବ ବିଗ୍ବସ୍ । ଚଳିତଥର ବିଗ୍ବସ୍କୁ ଓଟିଟିରେ ରିଲିଜ୍ କରିବାକୁ ଆୟୋଜକ ଯୋଜନା କରିଛନ୍ତି । ଟିଭିର କିଛି ସମୟ ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରାଯିବ । ତେବେ ଏଥରର…
ମନୋରଞ୍ଜନ ନିଜର ପ୍ରଥମ ଚିତ୍ର ବିକ୍ରି କଲେ ସୋନାକ୍ଷୀ Aug 6, 2021 ଦିଲ୍ଲୀ : ଅଗଷ୍ଟ ୬: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଅଭିନୟ ଅପେକ୍ଷା ଚିତ୍ରକଳା ପ୍ରତି ବେଶୀ ଆକର୍ଷିକ ହେଉଛନ୍ତି । ସେ ନିକଟରେ ନିଜର ଏକ ପ୍ରସ୍ତୁତ ଚିତ୍ର ବିକ୍ରି କରିଛନ୍ତି । ଆକ୍ରାଲିକ୍ ରଙ୍ଗରେ ପ୍ରସ୍ତୁତ…
ମନୋରଞ୍ଜନ ମେଲବର୍ଣ୍ଣଠାରେ ହେବ ଇଣ୍ଟିଆନ୍ ଫିଲ୍ମ ଫେଷ୍ଟିଭାଲ୍ Aug 5, 2021 ଭୁବନେଶ୍ୱର: ଅଗଷ୍ଟ ୫: ମେଲବର୍ଣ୍ଣଠାରେ ଭାରତୀୟ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍ଏଫ୍ଏମ୍) ୨୦୨୧ ପାଳନ ହେବ । ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅଭିନେତ୍ରୀ ବିଦ୍ୟାବଲାନ୍ଙ୍କ ଅଭିନିତ ଫିଲ୍ମ ‘ସେରନୀ’, ଅନୁରାଗ ବାସୁଙ୍କ…
ମନୋରଞ୍ଜନ ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ Aug 4, 2021 ଦିଲ୍ଲୀ: ଅଗଷ୍ଟ୪: ବଲିଉଡ ଲୋକପ୍ରିୟ ଗାୟକ ତଥା ରାପର୍ ୟୋ ୟୋ ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତଲୱାର । ଶାଲିନୀଙ୍କ ପକ୍ଷରୁ ଓକିଲ ସନ୍ଦୀପ କପୁର, ଅପୂର୍ବା ପାଣ୍ଡେ ଏବଂ ଜି ଜି କଶ୍ୟପ…
ମନୋରଞ୍ଜନ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ Aug 2, 2021 ଦିଲ୍ଲୀ: ଅଗଷ୍ଟ ୨: ବଲିଉଡ୍ ତଥା ଟଲିଉଡ୍ ଅଭିନେତା ସୋନୁ ସୂଦ୍ଙ୍କୁ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଏହି ଅବସରେ ଅଭିନେତା ସୋନୁ ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ୫୦୦ ଆଥ୍ଲେଟ୍ସଙ୍କ…
ମନୋରଞ୍ଜନ ଯୋଦ୍ଧା ରାଜକୁମାରୀ ଭୂମିକାରେ ଦ୍ରଷ୍ଟି ଧାମି Jul 30, 2021 ଦିଲ୍ଲୀ: ଜୁଲାଇ ୩୦: ଏକ ଥା ରାଜା ଏକ ଥା ରାନୀ, ମଧୁବାଲା ଆଦି ଟେଲିଭିଜନ୍ ଧାରାବାହିକରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦ୍ରଷ୍ଟି ଧାମି ପ୍ରଥମ ଥର ପାଇଁ ଫିଲ୍ମରେ ଦେଖାଦେବେ । ଫିଲ୍ମର ନାମ-…