ଜୀବନଚର୍ଯ୍ୟା ମୁଗଡାଲି କିୱି ନଡିଆ ସୁପ୍ Apr 12, 2022 ସାମଗ୍ରୀ - ଏକ କପ୍ ଚୋପା ଲଗା ସିଝା ମୁଗ ଡାଲି , ୨ଟି ଚୋପା ଛଡା କିୱି , ଅଧା କପ୍ ନଡିଆ କ୍ରିମ୍, ଏକ ଚାମଚ ତେଲ, ଦୁଇଟା ତେଜପତ୍ର, ଅଧା ଚାମଚ ଜୀରା, ଏକ ଚାମଚ ଧନିଆ, ଏକ ଚାମଚ ଗୋଲମରିଚ, ୮ଟି କଟା ରସୁଣ, ଗୋଟିଏ ବଡ଼…