ଦେଶ- ବିଦେଶ କେରଳରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ, ଚିନ୍ତାରେ ସରକାର Jul 22, 2022 ତିରୁଭନନ୍ତପୁରମ୍: ଆଜି କେରଳରୁ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜୁଲାଇ ମାସରେ ୟୁଏଇରୁ ଫେରିଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ସେ ବର୍ତ୍ତମାନ ମଞ୍ଜରୀ ମେଡିକାଲ…