ଓଡ଼ିଶା ୧୮ରୁ ଭୁବନେଶ୍ୱରରେ ଗଡିବ ମୋ ସାଇକଲ; ପ୍ରଥମ ଅଧଘଣ୍ଟାଏ ମାଗଣା May 16, 2020 Edited by Papu Mohanty ଭୁବନେଶ୍ୱର : May 16: ଜନସାଧାରଣଙ୍କ ଅନୁରୋଧକୁ ଆଧାର କରି ରାଜ୍ୟ ସରକାର କ୍ରୁଟ୍କୁ ମୋ ସାଇକଲ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ସାଇକଲର ବ୍ୟବହାର ସାମାଜିକ ଦୂରତା ରକ୍ଷାରେ…