ଓଡ଼ିଶା ସ୍ୟାଣ୍ଡ ଆନିମେସନ୍ରେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ Jul 25, 2021 ପୁରୀ: (ସବ୍ୟୁ): ଜୁଲାଇ ୨୫: ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ମହିଳା ଭାରଉତ୍ତଳୋନକାରୀ ମୀରାବାଇ ଚାନୁଙ୍କୁ ସ୍ୟାଣ୍ଡ ଆନିମେସନ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ…