ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କାଟି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଲା ପ୍ରେମିକ
ଦିଲ୍ଲୀ: ମୁମ୍ବାଇରେ ହେଲା ପ୍ରେମ । ଦିଲ୍ଲୀରେ ରହିଲେ ଲିଭ୍ ଇନ୍ ରିଲେସନ୍ରେ ପ୍ରେମୀ ଯୁଗଳ । ବିବାହ ପାଇଁ ପ୍ରେମିକା ଜିଦ୍ କରିବାରୁ ପ୍ରେମିକ ତାକୁ ମାରି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା । ଏହିପରି…