ଓଡ଼ିଶା ଆଜିଠୁ ଆରମ୍ଭ ମାଟ୍ରିକ୍ ବୋର୍ଡ ପରୀକ୍ଷା Apr 29, 2022 ଭୁବନେଶ୍ୱର: ଅପ୍ରେଲ ୨୯: ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ୩,୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫,୭୧,୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାଡ୍ର ବ୍ୟବସ୍ଥା…