ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକ ରୁ ଘୋଡା ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯିବନି
ଭୁବନେଶ୍ୱର: ଜୁଲାଇ ୨୭: ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକ ରେ ଥିବା ଆଇକନିକ ଘୋଡା ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରିବା ନେଇ ହେଇଥିବା ନିଷ୍ପତ୍ତି କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର I…