ଓଡ଼ିଶା ଏଣିକି ବିବାହିତ ଝିଅ ପାରିବେ ଅନୁକମ୍ପାମୂଳକ ଚାକିରୀ : ହାଇକୋର୍ଟ Oct 29, 2022 କଟକ : ଓଡିଶା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି I ଥଇଥାନ ଯୋଜନାରେ ଏଣିକି ବିବାହିତ ଝିଅ ମଧ୍ୟ ପାଇ ପାରିବେ ଅନୁକମ୍ପା ମୂଳକ ଚାକିରୀ I ଯଦି ସରକାରୀ ଚାକିରୀରେ ଥାଇ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ,ତେବେ ତାଙ୍କ…