‘ଆପ ଭାଙ୍ଗି ବିଜେପିରେ ଯୋଗ ଦିଅନ୍ତୁ,ସିବିଆଇ,ଇଡି ସମସ୍ତ କେଶ ହଟାଇ ଦିଆଯିବ’ : ମନୀଷ ସିସୋଦିଆ
ନୂଆଦିଲ୍ଲୀ : ଦିନକୁ ଦିନ ସରଗରମ ହେଉଛି ଦିଲ୍ଲୀ ରାଜନୀତି I ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇର ଚଢ଼ାଉ ପରେ ଲାଗି ରହିଛି ହଟ ଚମଟ I ଗତକାଲି ମନୀଷ ସିସୋଦିଆ ଙ୍କ ପ୍ରେସ ମିଟ ପରେ ଆଜି ପୁଣି ଟ୍ୱିଟ କରି…