ମନୋରଞ୍ଜନ ଡିଆଇଡି ଲିଟଲ ମାଷ୍ଟର ଟାଇଟେଲ୍ ଜିତିଲେ ନୋବୋଜିତ୍ Jun 27, 2022 ମୁମ୍ୱାଇ: ଜୁନ ୨୭: ସରିଯାଇଛି ଜି-ଟିଭିର ଡାନ୍ସ ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍ ମାଷ୍ଟର୍ସ ସିଜିନ୍ ୫ । ଏଥିରେ ବାଜି ମାରିଛନ୍ତି ୯ ବର୍ଷୀୟ ନୋବୋଜିତ ନାରଜାରୀ । ଅଳ୍ପ ବୟସରେ, ନୋବୋଜିତ କେବଳ ଟାଇଟଲ…