ରାଜନୀତି ମଣିପୁର ନିର୍ବାଚନ ପାଇଁ କଂଗ୍ରେସ ପ୍ରକାଶ କଲା ପାର୍ଥୀ ତାଲିକା Jan 24, 2022 ଇମ୍ଫାଲ୍: ଜାନୁଆରୀ ୨୪: ରାଜ୍ୟ ମଣିପୁରରେ ଆରମ୍ଭ ହୋଇଗଲାଣି ନିର୍ବାଚନର ପର୍ବ । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ମଧ୍ୟ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ଲାଗିପଡ଼ିଛନ୍ତି ।…