ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କଲା ଆଇଏଏସ୍, ୪୨ ଯବାନ ସହିଦ,୨୨ରୁ ଅଧିକ ଗୁରୁତର ଆହତ
ବାମାକୋ(ମାଲି): ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି । ଏଥିରେ ୪୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ୨୨ ଜଣ…