ଜିଲ୍ଲା କୂଳ ଖାଉଛି ମହାନଦୀ, ଲୀନ ହେବ ଶତାଧିକ ଗ୍ରାମ Jul 5, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲା ମହାନଦୀ କୂଳରେ ଅବସ୍ଥିତ ହୋଇଥିବା ବେଳେ ଜିଲ୍ଲା ଦେଇ ମହାନଦୀ ପ୍ରାୟ ୧୧୦ କିଲୋମିଟର ବୋହି ଯାଇଛି । ତାଛଡା ଜିଲ୍ଲା ମଧ୍ୟରେ ତେଲନଦୀ, ବାଘନଦୀ ଓ ସାଲୁଙ୍କି ଆଦି ନଦୀ ପ୍ରବାହିତ ହେଉଛି । ବର୍ଷା…
ଜିଲ୍ଲା ମହାନଦୀ ପାଣି ନମିଳିଲେ ପ୍ରକଳ୍ପ ଠପ୍ , କୋଟି କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଶଙ୍କା Jun 15, 2022 ବରଗଡ଼/ସମ୍ବଲପୁର : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦର ଶୀଘ୍ର ସମାଧାନ ନହେଲେ ଆଗାମୀ ଦୁଇବର୍ଷ ପରେ ଏହାର ପ୍ରଭାବ ପଡ଼ିବ । ବରଗଡ଼ ଓ ଏହାର ଆଖାପାଖ ଅଞ୍ଚଳରେ ଭୟଙ୍କର ପାଣି ସମସ୍ୟା ଦେଖାଯିବ । ଏପରିକି ହୀରାକୁଦ…
ଜିଲ୍ଲା ମହାନଦୀକୁ କଲମା ବ୍ୟାରେଜ ବାଧା, ଆଶଙ୍କାରେ ଗଙ୍ଗାଧର ମେଗା ଲିଫ୍ଟ ପ୍ରକଳ୍ପ May 27, 2022 ବରଗଡ଼ : ଜଳବାୟୁ ପରିବର୍ତ୍ତନ ସହ ମାନବକୃତ ଅତ୍ୟାଚାର ଯୋଗୁଁ ଓଡ଼ିଶାର ଜୀବନଧାରା ମହାନଦୀ କ୍ରମାଗତ ଭାବେ ଶୁଖିବାରେ ଲାଗିଛି । ଛତିଶଗଡ଼ ସରକାର ନଦୀବକ୍ଷରେ ଏକାଧିକ ଆନିକଟ ଓ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶା ଭାଗ…
ଓଡ଼ିଶା ବିଷାକ୍ତ ହେଉଛି ମହାନଦୀ ଜଳ Feb 25, 2022 ବରଗଡ଼: ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ମାତ୍ରାଧିକ ବ୍ୟାରେଜ୍ ନିର୍ମାଣ ଏବଂ ମନମୁଖୀ ଜଳ ପରିଚାଳନା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି । ମହାନଦୀ ମାତ୍ରାଧିକ ପ୍ରଦୂଷିତ ବୋଲି ପୂର୍ବରୁ ବିଭିନ୍ନ ଗବେଷଣାରୁ କୁହାଯାଇଛି ।…
ଓଡ଼ିଶା ଉଦଘାଟିତ ହେଲା ଟି-ସେତୁ Dec 20, 2021 କଟକ:ଡିସେମ୍ବର ୨୦:୧୩୨ କୋଟି ଟଙ୍କ। ବ୍ୟୟରେ ୩,୧୦୦ ମିଟର ଲମ୍ବର ସେତୁ ନିର୍ମ।ଣ କର।ଯ।ଇଛି ଢ ମହ।ନଦୀ ଉପରେ ଉଦଘ।ଟନ କରିଛନ୍ତି ଟି-ବ୍ରିଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ଓଡିଶ।ର ଦୀର୍ଘତମ ସେତୁ, ଟି-ସେଟୁ ଉଦଘ।ଟନ…