Browsing Tag

Madhya Pradesh’s Jabalpur

ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ: ୪ ଡାକ୍ତରଙ୍କ ବିରୋଧରେ ମାମଲା

ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ସୋମବାରଦିନ ହୋଇଥିବା ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ପୁଲିସ । ଏହି ୪ ଜଣ ଡାକ୍ତର ଉକ୍ତ ହସପିଟାଲର ମାଲିକ ବୋଲି ମଧ୍ୟ ଜଣାପଡ଼ିଛି ।…