Browsing Tag

loot case in Odisha

କାର ଡ୍ରାଇଭର ଲୁଟି ନେଲା ୭ ଲକ୍ଷ, ପୋଲିସ ହାତରେ ଧରାପଡିଲା

ଦେବଗଡ: ଜଣେ ସୁନା ଗହଣା ବ୍ୟବସାୟୀଙ୍କ ୭ ଲକ୍ଷ ଟଙ୍କା ଲୁଟ କରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିଛି । ଲୁଟେରା ପାଖରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଜବତ କରିଛି ପୋଲିସ । ଡ୍ରାଇଭର୍‌…