ଅର୍ଥନୀତିକୁ ସ୍ୱାଭାବିକ ଲାଗି ପ୍ରୟାସ, ଜୋନ୍ ଚିହ୍ନଟରେ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣକ୍ଷମତା
ଭୁବନେଶ୍ୱର: ମେ ୨୬:ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଚାଲିଥିବାବେଳେ କୋହଳ ହେବ କଟକଣା । ଅର୍ଥନୈତିକ ମୁଖ୍ୟସ୍ରୋତ ପାଲଟିଥିବା ଜିଲ୍ଲାରେ ଯଦି ଏକାଧିକ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତାହେଲେ ପୂରା ଜିଲ୍ଲାକୁ ରେଡ୍ ଜୋନ୍…