Browsing Tag

Lingaraj Temple

ସେବାୟତଙ୍କ ଅସହଯୋଗରେ ଫିକା ପଡବି ବାବା ଲିଙ୍ଗରାଜଙ୍କ ଶିତଳ ଷଷ୍ଠୀ ଯାତ!

କାଲି ହେଲାନି ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ ନୀତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଛି । ମଙ୍ଗନ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା…

ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଜୁନ୍‌ ୦୧: ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ର୍ନିବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଅପ୍ରେଲ ୦୯: ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ହେବ ରଥଟଣା। ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ…

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା

ଭୁବନେଶ୍ୱର: ଅପ୍ରେଲ ୦୬: ଏପ୍ରିଲ ୯ ତାରିଖ ଅପରାହ୍ନ ୩.୩୦ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ । ପ୍ରତ୍ୟେକ…

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ…

ଝଲସିବ ଏକାମ୍ର କ୍ଷେତ୍ର; ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିପାରିବେ ୨ ଲକ୍ଷ ଭକ୍ତ

ଭୁବନେଶ୍ୱର : ଭୁବନେଶ୍ୱର: ଅଗଷ୍ଟ ୧୭:ଏଣକି ଝଲସିବ ଏକାମ୍ର କ୍ଷେତ୍ର । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପ୍ଲାନ୍‌ କରିଛନ୍ତି । ଏକା ସାଙ୍ଗରେ ୨ଲକ୍ଷ ଭକ୍ତ ପବିତ୍ର ଶିବରାତ୍ରୀ ଦେଖିପାରିବେ । ସେମାନେ ମଧ୍ୟ ପ୍ରଭୁ…

ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ; ବିନା ଶୋଭାଯାତ୍ରା, ସାଜସଜ୍ଜାରେ ଦେବନୀତି

Edited by Papu Mohanty ଭୁବନେଶ୍ୱର: :ମେ ୨୫ :ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ପାଳନ ହେବ । ଶୀତଳଷଷ୍ଠୀ ଶିବ ପାର୍ବତୀ ବିବାହ ନିମନ୍ତେ ବିଏମ୍‌ସି କମିଶନରଙ୍କ ପକ୍ଷରୁ ମିଳିଛି ଅନୁମତି । ହେଲେ ଏଥିପାଇଁ କେତେକ…