Browsing Tag

life style of India

ପାରମ୍ପରିକ ଲୁକ୍‌ ପାଇବା ପାଇଁ ବାଛନ୍ତୁ ମେଟାଲିକ୍‌ ଶାଢ଼ୀ

କିଛି ଦିନ ତଳେ ଅଭିନେତ୍ରୀ ମୌନୀ ରୟ ବ୍ରାଉନ କଲର୍‌ର ମେଟାଲିକ୍‌ ଶାଢୀ ପିନ୍ଧିଥିବା ସ୍ପଟ୍‌ କରାଯାଇଥିଲା । ଏହା ତାଙ୍କର ଦେଶୀ ଲୁକ୍‌କୁ ଆହୁରି ବୋଲï କରିଥିଲା । ପୁଣି ଥରେ ଟ୍ରେଣ୍ଡ୍‌କୁ ଫେରିଛି ଏହି ମେଟାଲିକ୍‌ ଶାଢୀ…

ଟ୍ରାଇକଲର୍‌ ଫ୍ୟାଶନ

ସ୍ୱାଧୀନତା ଦିବସ ହେଉ କିମ୍ବା ସାଧାରଣତନ୍ତ୍ର ଦିବସ, ଏହି ଖାସ୍‌ ଅବସରରେ ଆପଣ ବି ଟ୍ରାଇକଲର୍‌ ଫ୍ୟାଶନ ଆପଣାଇ ଖାସ୍‌ ଲୁକ୍‌ ପାଇପାରିବେ । ଆଜିକାଲି ମାର୍କେଟରେ ତ୍ରିରଙ୍ଗା ରଙ୍ଗର ବିଭିନ୍ନ ପ୍ରକାର ଆଉଟ୍‌ଫିଟ୍‌ ଏବଂ…

ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌

ଯଦି ଆପଣ ଚେକ୍‌ ଷ୍ଟାଇଲ୍‌ରେ କିଛି ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ଗିଙ୍ଗହମ୍‌ ପ୍ରିଣ୍ଟ୍‌କୁ ଚୟନ କରନ୍ତୁ । ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇନଥାଏ । କୁହାଯାଏ ଯେ ଅଠର ଶହ ଶତାବ୍ଦୀରୁ ଏହି ପ୍ରିଣ୍ଟ୍‌ର ପ୍ରଚଳନ…

କୋହ୍ଲାପୁରୀ ଚପଲ ଫ୍ୟାଶନ

ଟ୍ରାଡିସନାଲ ହେଉ କିମ୍ବା େୱଷ୍ଟର୍ନ ଆଉଟଫିଟ୍‌, ସବୁକୁ ଭଲ ମାନିଥାଏ କୋହ୍ଲାପୁରୀ ଚପଲ । ବଲିଉଡ୍‌ ଅଭିନେତ୍ରୀ ମଧ୍ୟ କେବେ କେବେ କୋହ୍ଲାପୁରୀ ଚପଲ ପିନ୍ଧିଥିବା ସ୍ପଟ୍‌ କରାଯାଉଛି । ଏହି ଚପଲ ସର୍ବଦା ଟ୍ରେଣ୍ଡ୍‌ରେ…

ଫ୍ୟାଶନରେ ଶାଢୀ

ଶାଢୀ ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହା ସର୍ବଦା ଫ୍ୟାଶନରେ ମଧ୍ୟ ରହିଥାଏ । ଶାଢୀ ଜଣେ ନାରୀଙ୍କୁ ପାରମ୍ପରିକ ଲୁକ୍‌ ଦେବା ସହ ଷ୍ଟାଇଲିସ୍‌ ମଧ୍ୟ କରାଇଥାଏ । ତେବେ ଶାଢୀରେ ମଧ୍ୟ ଅନେକ ନୂଆ ନୂଆ ଫ୍ୟାଶନ ବଜାରକୁ ଆସୁଛି ।…