ଆଜିଠୁ ବିଧାନସଭା ଶୀତ ଅଧିବେଶ ,ପ୍ରଥମ ଦିନରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍
ଭୁବନେଶ୍ୱର : ଆଜିଠୁ ବିଧାନସଭାର ଶୀତ କାଳୀନ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ବିଧାନ ସଭାର ପ୍ରଥମ ଦିନରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ…