ଓଡ଼ିଶା ବାତ୍ୟା ସିତ୍ରାଙ୍ଗ ହେଲା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ Oct 21, 2022 ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ସିତ୍ରାଙ୍ଗ ଓଡ଼ିଶାକୁ ଛୁଇଁପାରିବ ନାହିଁ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ତେବେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇ ୨୫ ତାରିଖ…
ଓଡ଼ିଶା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା Sep 7, 2022 ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି…
ଓଡ଼ିଶା ୨୪ ଘଣ୍ଟାରେ ପ୍ରବଳ ବର୍ଷା, ତିନି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର Aug 23, 2022 ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ…
ଓଡ଼ିଶା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ଲଘୁଚାପ, ସତର୍କବାଣୀ ଦେଲା ପାଣିପାଗ ବିଭାଗ Aug 9, 2022 ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଧିରେ ଧିରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଓଡ଼ିଶା-ଛତିଶଗଡ଼ ମଧ୍ୟ ଦେଇ ଗତି କରିବ । ଏନେଇ ଆଞ୍ଚଳିକ…
ଓଡ଼ିଶା ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷିବ Jul 22, 2022 ଭୁବନେଶ୍ୱର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ…
ଓଡ଼ିଶା ୮ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣି ବାତ୍ୟା: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର May 6, 2022 ଭୁବନେଶ୍ୱର: ମେ ୦୬: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବା ସହିତ ୮ ତାରିଖ…
ଓଡ଼ିଶା ଆସନ୍ତା କାଲି ସୁଦ୍ଧା ବାତ୍ୟା ସମ୍ଭାବନା: ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ନେଇ ସତର୍କ ଚିଠି ଦେଲେ ସ୍ୱତନ୍ତ୍ର ରିଲିଫ୍… May 5, 2022 ଭୁବନେଶ୍ୱର: ମେ ୦୫: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ କେତୋଟି ଜିଲ୍ଲାମାନଙ୍କରେ ବାତ୍ୟା ହେବାର ସମ୍ଭାବନା ରିହଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିସନର୍…
ଓଡ଼ିଶା ପାଞ୍ଚଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ, ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା Mar 22, 2022 ଭୁବନେଶ୍ୱର : ମାର୍ଚ୍ଚ ୨୨: ଆଜି ରାଜ୍ୟର ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହି ସ୍ଥାନଗୁଡ଼ିକ ହେଲା-ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ଓ ବଲାଙ୍ଗୀର, ଟିଟିଲାଗଡ଼ ଓ…
ଓଡ଼ିଶା ରାଜ୍ୟରେ ଶୀତର ପ୍ରକୋପ: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ Dec 20, 2021 ଭୁବନେଶ୍ୱର: ଡିସେମ୍ବର ୨୦: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଶୀତ ବଢ଼ିବା ସହିତ ଦୁଇରୁ ତିନି ଦିନ…
ଓଡ଼ିଶା ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ: ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର Nov 16, 2021 ଭୁବନେଶ୍ୱର: ନଭେମ୍ବର ୧୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏହାର ପ୍ରଭାବରେ କେତେକ ଜିଲ୍ଲାରେ…