ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ
ଦିଲ୍ଲୀ: ଅକ୍ଟୋବର ୧୨: ଆଜି ଦିଲ୍ଲୀରୁ ପୋଲିସ ଦୁଇ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ଗ୍ରିନେଡ୍, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଦୁଇ…