ଅପରାଧ ଲଖିମପୁର ଖେରି ହିଂସ। ମ।ମଲ।ରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ୍ Jan 3, 2022 ଉତ୍ତରପ୍ରଦେଶ: ଜାନୁଆରୀ ୦୧: ଉତ୍ତରପ୍ରଦେଶ ପୁଲିସ ଲଖିମପୁର ଖେରି ହିଂସ। ମ।ମଲ।ରେ ୫୦୦୦ ପୃଷ୍ଠ।ର ଚ।ର୍ଜସିଟ୍ ଦ।ଖଲ କରିଛି। ଏହି ମ।ମଲ।ରେ ପୁଲିସ ଗୃହ ର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତେନିଙ୍କ ପୁତ୍ର ଆଶିଷଙ୍କୁ ମୁଖ୍ୟ…
ଦେଶ- ବିଦେଶ ଲଖୀମପୁର ଖେରି ହିଂସାକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚଙ୍କ ହାତରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ Oct 9, 2021 ଲଖୀମପୁର: ଅକ୍ଟୋବର ୦୯: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଏବେ କ୍ରାଇମବ୍ରାଞ୍ଚ ପୋଲିସଙ୍କ ହାତରେ । ଲଖୀମପୁର ଚାଷୀ ମୃତୁ୍ୟ ଘଟଣାରେ ଆଜି ଆଶିଷଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି । ଖବର ଅନୁସାରେ,…
ଦେଶ- ବିଦେଶ ପ୍ରିୟଙ୍କା ଗାନ୍ଧୀ ଗିରଫ Oct 5, 2021 ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍ରେ ରଖିଛି । ଭୋର୍ ପ୍ରାୟ ସାଢ଼େ ୪ଟାରୁ…
ରାଜନୀତି ଲକ୍ଷ୍ମୀପୁର ହିଂସାକାଣ୍ଡ: ପୋଲିସ ହେପାଜତରେ ଆମରଣ ଅନଶନ କଲେ ପ୍ରିୟଙ୍କା ଗାନ୍ଧୀ Oct 4, 2021 ଉତ୍ତରପ୍ରଦେଶ: ଅକ୍ଟୋବର ୦୪: ଲକ୍ଷ୍ମୀପୁର ହିଂସାକାଣ୍ଡରେ ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ସୀତାପୁର ସ୍ଥିତ ଏକ ଗେଷ୍ଟହାଉସ୍ରେ ହେପାଜତରେ…
ଦେଶ- ବିଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା: କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ନାମରେ ମାମଲା, ଅଭିଯୁକ୍ତ ଗିରଫ ହେଲେ ମୃତକଙ୍କ ଅନ୍ତିମ… Oct 4, 2021 ଉତ୍ତରପ୍ରଦେଶ: ଅକ୍ଟୋବର ୦୪: ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣାକୁ ନେଇ ଏବେ ଦେଶ ରାଜନୀତିରେ ଝଡ଼ ଦେଖାଯାଇଛି । ବିରୋଧୀ ଦଳର ବରିଷ୍ଠ ନେତାମାନେ ଲଖୀମପୁର ଯାଇ ଗଷୀମାନଙ୍କୁ ଭେଟୁଛନ୍ତି । ଅନ୍ୟପକ୍ଷରେ…